Surprise Me!

ରାଜ୍ୟରେ ବନ୍ୟା ପ୍ରଭାବରେ ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ତଥ୍ୟ ରଖିଲେ ପଶୁ ସମ୍ପଦ ମନ୍ତ୍ରୀ

2026-08-01 1 Dailymotion

ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁପକ୍ଷୀ ମାନଙ୍କ ଉଦ୍ଧାର ପାଇଁ ହେଲ୍ପ ଲାଇନ୍ ନମ୍ବର 1962 ଜାରି କରାଯାଇଛି l 24 ଘଣ୍ଟା ଲୋକେ ଏହାର ସହାୟତା ନେଇପାରିବେ l ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ